କୋକନ୍ଦି Kokandi

  • ପ୍ରାଦେ. (ଗଞ୍ଜାମ) ବିଣ — ଏଣେତେଣେ ହେଉଥିବା; କନ୍ଦି କନ୍ଦି ବୁଲୁଥିବା — Moving here and there; moving from one place to another
  • ପ୍ରାଦେ. (ଗଞ୍ଜାମ) ବିଣ — (ଯଥା—ମୁଁ ତାକୁ ଖୋଜି ଖୋଜି କୋକନ୍ଦି ହେଉଛି।)