କୋକନଦ Kokanada

  • ସଂ. ବି. (କୋକ=ଚକ୍ରବାକ ପକ୍ଷୀ+ନଦ୍ ଧାତୁ, ଣିଜନ୍ତ ନଦି ଧାତୁ=ଶବ୍ଦ କରାଇବା=କତ୍ତୃ. ଅ; ଯାହା ପକ୍ଷୀକୁ ରବଯୁକ୍ତ କରାଏ; ଅର୍ଥାତ୍ ଯାହାକୁ ଫୁଟିବା ଦେଖି ଚକୋରୀ ଭ୍ରମରେ ଚକୋର ପକ୍ଷୀ ବିଚାରି ରାବ କରେ।) — ରକ୍ତ ପଦ୍ମ — Red-petalled lotus; Nymphea lotus (red variety)
  • ସଂ. ବି. (କୋକ=ଚକ୍ରବାକ ପକ୍ଷୀ+ନଦ୍ ଧାତୁ, ଣିଜନ୍ତ ନଦି ଧାତୁ=ଶବ୍ଦ କରାଇବା=କତ୍ତୃ. ଅ; ଯାହା ପକ୍ଷୀକୁ ରବଯୁକ୍ତ କରାଏ; ଅର୍ଥାତ୍ ଯାହାକୁ ଫୁଟିବା ଦେଖି ଚକୋରୀ ଭ୍ରମରେ ଚକୋର ପକ୍ଷୀ ବିଚାରି ରାବ କରେ।) — ରକ୍ତ କୁମୁଦ; ନାଲି କଇଁ — Red water-lily; Nelumbium Speciosum (red variety)
  • ସଂ. ବି. (କୋକ=ଚକ୍ରବାକ ପକ୍ଷୀ+ନଦ୍ ଧାତୁ, ଣିଜନ୍ତ ନଦି ଧାତୁ=ଶବ୍ଦ କରାଇବା=କତ୍ତୃ. ଅ; ଯାହା ପକ୍ଷୀକୁ ରବଯୁକ୍ତ କରାଏ; ଅର୍ଥାତ୍ ଯାହାକୁ ଫୁଟିବା ଦେଖି ଚକୋରୀ ଭ୍ରମରେ ଚକୋର ପକ୍ଷୀ ବିଚାରି ରାବ କରେ।) — [ଦ୍ର—ଏହା କୁମୁଦ ଜାତୀୟ; ପତ୍ର ଇଷତ୍ ରକ୍ତବର୍ଣ୍ଣ, ଡେମ୍ଫ ଓ ଫୁଲ ନାଲି; ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତବୀର୍ଯ୍ୟ, କଟୁତିକ୍ତମଧୁର, ରକ୍ତଦୋଷହର, ବୃଷ୍ୟ ଓ କଫବାତ— ପିତ୍ତନାଶକ ରକ୍ତପଦ୍ମ ଓ ରକ୍ତ କୁମୁଦ ପୃଥକ ଜାତୀୟ, ରକ୍ତପଦ୍ମ ପଦ୍ମଜାତୀୟ, ରକ୍ତକୁମୁଦ କୁମୁଦ ଜାତୀୟ, କିନ୍ତୁ କୋକନଦ ସାଧାରଣତଃ ରକ୍ତକୁମୁଦ ଅର୍ଥରେ ବ୍ଯବହୃତ।]
  • ସଂ. ବି. (କୋକ=ଚକ୍ରବାକ ପକ୍ଷୀ+ନଦ୍ ଧାତୁ, ଣିଜନ୍ତ ନଦି ଧାତୁ=ଶବ୍ଦ କରାଇବା=କତ୍ତୃ. ଅ; ଯାହା ପକ୍ଷୀକୁ ରବଯୁକ୍ତ କରାଏ; ଅର୍ଥାତ୍ ଯାହାକୁ ଫୁଟିବା ଦେଖି ଚକୋରୀ ଭ୍ରମରେ ଚକୋର ପକ୍ଷୀ ବିଚାରି ରାବ କରେ।) — (ନାମ) କୋକନାଡ଼ା; ମାନ୍ଦ୍ରାଜ ପ୍ରଦେଶର ଗୋଟିଏ ଜିଲ୍ଲା ଓ ତାଲୁକ ଓ ଜିଲ୍ଲାର ରାଜଧାନୀ (ଏ ଜିଲ୍ଲାର ଅନ୍ଯ ନାମ ଗୋଦାବରୀ ଜିଲ୍ଲା; ଏହା ମଧ୍ୟ ଗୋଟିଏ ବନ୍ଦର) — Coconada or Godavari disrtict; a sub-division and seaport town of that name