କୋଇଲିସୂତା Koilisūtā

  • ଦେ. ବି. — ଏକ ପ୍ରକାର ଲମ୍ବ ସରୁ ଲତା — A kind of long slender creeper used as twine
  • ଦେ. ବି. — [ଦ୍ର—ଏହା ପ୍ରାୟ ଦଶ ହାତ ପର୍ଯ୍ୟନ୍ତ ଲମ୍ବରେ ବଢ଼େ; ଏହା ଦେହରେ ଛଡ଼ାଛଡ଼ା ହୋଇ ଗଣ୍ଠି ଓ କ୍ଷୁଦ୍ରକ୍ଷୁଦ୍ର ପତ୍ର ଥାଏ।]