କୋଇଲିବୁଡ଼ Koilibuṟḍ̠a
- ଦେ. ବି. (ସଂ. କୋକିଳ ଓ ବୁଡ୍ଗ ଧାତୁ) — ବିବାହର ପୂର୍ବ ପାହାନ୍ତିଆରେ ଅର୍ଥାତ୍ ବିବାହ ଦିବସର ପ୍ରତ୍ୟୁଷରେ କନ୍ଯା କରିବା ସ୍ନାନ — The early bath taken by a bride on her marriage day
- ଦେ. ବି. (ସଂ. କୋକିଳ ଓ ବୁଡ୍ଗ ଧାତୁ) — ଏଇଲାଗେ ଯେ କୋଇଲିବୁଡ଼ ପାରି ପିନ୍ଧିବ। ଫକୀରମୋହନ, ଗଳ୍ପସ୍ୱଳ୍ପ।
- ଦେ. ବି. (ସଂ. କୋକିଳ ଓ ବୁଡ୍ଗ ଧାତୁ) — [ଦ୍ର—ବଡ଼ିଭୋରରୁ କୁଆ କୋଇଲି ରାବନ୍ତି; ସେହି ସମୟରେ ଏ ସ୍ନାନ କରାଯିବାରୁ ବୋଧହୁଏ ଏପରି ନାମ ହୋଇଛି।]