କୋଇଲିପାଣି Koilipāṇi

  • ଦେ. ବି — ବିବାହ ଦିନ ପାହାନ୍ତିଆରେ କନ୍ଯା ଯେଉଁ ଅଭିମନ୍ତ୍ରିତ ପାଣିରେ ସ୍ନାନ କରେ — The consecrated water with which the bride has a bath in the early morning of the day of marriage