କୋଇଲି ବୈକୁଣ୍ଠ Koili ba̲i̱kuṇṭha
- ଦେ. ବି. (ନାମ) — ପୁରୀ ମନ୍ଦିରର ଉତ୍ତରଦ୍ୱାର ଆଡ଼କୁ ବାହାର ବେଢ଼ା ମଧ୍ୟରେ ଥିବା ଉଚ୍ଚ ଓ ବୃକ୍ଷଗୁଳ୍ମାଦିପୂର୍ଣ୍ଣ ଗୁପ୍ତ ସ୍ଥାନ (ଏଠାରେ ନୂଆ— କଳେବର ସମୟରେ ଜୀର୍ଣ୍ଣ ଦେବବିଗ୍ରହମାନଙ୍କର ସମାଧି କରାଯାଏ) — Name of a place inside the compound of the Purī temple where the cast off images of the Deities are deposited