କୈସର୍ବାଗ୍ Ka̲i̱sarbāg
- ବୈଦେ. ବି. (ଫା=ସମ୍ରାଟଙ୍କ ବଗିଚା) — ଲକ୍ଷ୍ନୌରେ ଥିବା ଅଯୋଧ୍ୟାର ପୂର୍ବତନ ନବାବଙ୍କ ପ୍ରମୋଦୋଦ୍ୟାନର ନାମ (ଏଥିରେ ଚାରିଟି ପଥର ଫାଟକ ଅଛି; ଏହା ମଧ୍ୟରେ ଥିବା ନବାବ ଓ ବେଗମ୍ମାନଙ୍କ ସ୍ନାନାଗାର ଅତି ବିଚିତ୍ର) — Name of a pleasure-garden of the late Nawabs of Lucknow