କୈଶିକାକର୍ଷଣ Ka̲i̱ṡikā karshaṇa

  • ସଂ. ବି. (କର୍ମଧା; କୈଶିକ+ଆକର୍ଷଣ) — (ବିଜ୍ଞାନ ପରି— ଭାଷା)—ଅନ୍ଯ କୌଣସି ବସ୍ତୁକୁ କେଶ ତୁଲ୍ୟ ଛିଦ୍ର ଦ୍ୱାରା ଅତି ସୂକ୍ଷ୍ମରୂପେ ଆକର୍ଷଣ କରିବା ଶକ୍ତି; ଜଡ଼ ପଦାର୍ଥର ଯେଉଁ ଶକ୍ତିଦ୍ୱାରା ସୁକ୍ଷ୍ମ ଛିଦ୍ର ବିଶିଷ୍ଟ ନଳରେ ଜଳାଦି ଉପରକୁ ଟାଣି ହୋଇ ଯାଏ। (ଯଥା—ଦୀପର ଗର୍ଭରୁ ବଳିତାର ଛିଦ୍ରବାଟେ ଶିଖାକୁ ତେଲ ଟାଣି ହେବା) — (science) Capillary attraction