କୈଳାସଗଙ୍ଗା Ka̲i̱ḻāsagaṅga

  • ଦେ. ବି. (ନାମ) — ହିମାଳୟରୁ ବାହାରିଥିବା ନଦୀର ତୀବ୍ୱତୀୟ ନାମ — The Tibbetan name of river Gogra
  • ଦେ. ବି. (ନାମ) — [ଦ୍ର—ଏହି ନଦୀ ଭାରତରେ ସରଯୂ ବା ଘର୍ଘରା ବା ଘଗ୍ରା ନାମରେ ପରିଚିତ।]