କେୟୂରବନ୍ଧ Keyūra bandha
- ସଂ. ବି. — କାମଶାସ୍ତ୍ରୋକ୍ତ ରତିବନ୍ଧବିଶେଷ — A pose during copulation, described in the Kāmaṡāstra of ancient India
- ସଂ. ବି. — [ଦ୍ର—ସ୍ତ୍ରୀ ଜଙ୍ଘେ ଚୈବ ସଂପୀଡ୍ୟ ଦୋର୍ଭ୍ୟାମାଲିଙ୍ଗ୍ୟ ସୁନ୍ଦରୀଂ, କାରୟେତ୍ ସ୍ଥାପନଂ କାମୀ ବନ୍ଧଃ କେୟୂରସଂଜ୍ଞକଃ।]
- ସଂ. ବି. — ଶରୀରର ଯେଉଁ ସ୍ଥାନରେ କେୟୂର ପିନ୍ଧାଯାଏ; ବାହୁ — The arms