କେହୁଣସି Kehuṇasi

  • ଦେ. (ପଦ୍ଯ) ସର୍ବନାମ (ସଂ. କୋହି) ଯେକୌଣସି ବ୍ଯକ୍ତି — Anyone; someone
  • ଦେ. (ପଦ୍ଯ) ବିଣ (ସଂ. କିଂହି) — କୌଣସି; କିଛିହେଲେ — Any; some
  • ଦେ. (ପଦ୍ଯ) ବିଣ (ସଂ. କିଂହି) — କେହୁଣସି ସୁଖକୁ ନ କର ଅବଧାନ—ପ୍ରାଚୀ, ରହସ୍ୟମଞ୍ଜରୀ।