କେଶିନିସୂଦନ Keṡinisūdana

  • ସଂ. ବି. (ବହୁବ୍ରୀହି; କେଶିନ୍+ନିସୂଦନ=ବିନାଶକ) — ଶ୍ରୀକୃଷ୍ଣଙ୍କର ନାମ — A name of Ṡrīkrushṇa, the slayer of the demom Keṡī
  • ସଂ. ବି. (ବହୁବ୍ରୀହି; କେଶିନ୍+ନିସୂଦନ=ବିନାଶକ) — ବିଷ୍ଣୁ — An eplithet of Bishṇu