କେଶାନ୍ତ Keṡānta

  • ସଂ. ବି. ( 6 ଷ୍ଠୀ ତତ୍; କେଶ+ଅନ୍ତ) — କେଶର ଅଗ୍ର — The ends of the hair
  • ସଂ. ବି. ( 6 ଷ୍ଠୀ ତତ୍; କେଶ+ଅନ୍ତ) — ଶିଶୁର ଚୂଡ଼ାକରଣ ସଂସ୍କାର — The ceremony of the first clipping of the hair of a child; the ceremonial tonsure of a Hindu boy
  • ସଂ. ବି. ( 6 ଷ୍ଠୀ ତତ୍; କେଶ+ଅନ୍ତ) — ତାଳୁରେ କେଶ ଜନ୍ମିଥିବା ସ୍ଥାନର ସୀମାନ୍ତ; ବେଣ୍ଟି — The border of the hair on the forehead (M.W.)