କେଶମୋହରିର Keṡmoharira
- ବୈଦେ— 1 । (ଇଂ. କାଶ୍+ଫା. ମୁହରିର୍ — ଯେଉଁ କର୍ମଚାରୀ ନିକଟରେ ବା ଜିମାରେ ମାଲିକ ତହବିଲ ରଖାଯାଏ — A clerk in charge of the master's cash
- ବୈଦେ— 1 । (ଇଂ. କାଶ୍+ଫା. ମୁହରିର୍ — (ଇଂ କେସ୍+ଫା. ମୁହରିର୍) ଯେଉଁ କର୍ମଚାରୀ କୌଣସି ବ୍ଯକ୍ତିଙ୍କର ମକଦ୍ଦମା ଆଦି ବୁଝିବା ପାଇଁ ଭାରପ୍ରାପ୍ତ ହୋଇଥାଏ — A clerk in charge of the litigation of a person or estate