କେଶବିନ୍ୟାସ Keṡabinyāsa
- ସଂ. ବି. ( 6 ଷ୍ଠୀ ତତ୍; କେଶ +ବିନ୍ୟାସ) — ମୁଣ୍ଡର ବାଳକୁ ସଜାଇ କରି ବାନ୍ଧିବା ସୁନ୍ଥା ପକାଇବା — Dressing of the hair of the head
- ସଂ. ବି. ( 6 ଷ୍ଠୀ ତତ୍; କେଶ +ବିନ୍ୟାସ) — ଜୁଡ଼ା; ଖୋଷା — Chignon
- ସଂ. ବି. ( 6 ଷ୍ଠୀ ତତ୍; କେଶ +ବିନ୍ୟାସ) — କେଶ ବନ୍ଧା ଯାଇଥିବା ଗଣ୍ଠି — 2. Coiffure