କେଶବର୍ଦ୍ଧନ Keṡabarddhana
- ସଂ. ବି. (କେଶ+ବୃଧ୍ ଧାତୁ=ବଢ଼ିବା+ଭାବ. ଅନ) — ବାଳ ବଢ଼ିବା — The growth or increase of one's hair
- ସଂ. ବି. (କେଶ+ବୃଧ୍ ଧାତୁ=ବଢ଼ିବା+ଭାବ. ଅନ) — (କେଶ+ବୃଥ ଧାତୁ+କର୍ତ୍ତୃ. ଅନ)—ଯେଉଁ ଔଷଧ ବା ତୈଳଦ୍ୱାରା କେଶ ବୃଦ୍ଧି ହୁଏ — A medicine or oil for the growth of the hair
- ସଂ. ବି. (କେଶ+ବୃଧ୍ ଧାତୁ=ବଢ଼ିବା+ଭାବ. ଅନ) — ବାଳବଢ଼ଣୀ ଲତା; ଶତାବରୀ ଲତା — A creeper; Asparagus Racemosus