କେଶବନ୍ଧ Keṡabandha

  • ସଂ. ବି. ( 6 ଷ୍ଠୀ ତତ୍; କେଶ+ବନ୍ଧ) — ବାଳ ବାନ୍ଧିବାପାଇଁ ବ୍ଯବହୃତ ଫିତା; ପାଟଫୁଲି — The hair-band