କେଶବଚନ୍ଦ୍ର ପଟ୍ଟନାୟକ Keṡabachandra paṭṭanāyaka

  • ଦେ. ବି. (ନାମ) — ଅଷ୍ଟଦଶ ଶତାବ୍ଦୀର ଶେଷ ଭାଗରେ ଗଞ୍ଜାମର ପାରଳା ରାଜ୍ୟରେ ଜନ୍ମଗ୍ରହଣ କରିଥିବା କରଣବଂଶୀୟ କବି — A famous poet of this name born of a Karaṇa family in the estate of Parlakhimidi in the destrict of Ganjam in the last quarter of the 18th century
  • ଦେ. ବି. (ନାମ) — [ଦ୍ର— ଏ ଓଡ଼ିଆଭାଷାରେ ଗୀତ—ନାଟ୍ୟମୟ ସାତକାଣ୍ଡ— ରାମାୟଣ ରଚନା କରିଥିଲେ। ତାଙ୍କ ରଚିତ ରାମାୟଣ ଏବେ ମଧ୍ୟ ଗଞ୍ଜାମରେ ଅଭିନିତ ହୁଏ। ଉତ୍ତରାକାଣ୍ଡର ଶୋକାବହ ଘଟନାମାନ କବି ଏଥିରେ ବର୍ଣ୍ଣନା କରିନାହାନ୍ତି। କବି କେଶବଚନ୍ଦ୍ର କବିସୂର୍ଯ୍ୟଙ୍କ ସମସାମୟିକ ଥିଲେ। 1834 ସାଲରେ ଏ ରାମାୟଣ ରଚନା ଶେଷ କରିଥିଲେ।] — [ଦ୍ର— ଏ ଓଡ଼ିଆଭାଷାରେ ଗୀତ—ନାଟ୍ୟମୟ ସାତକାଣ୍ଡ— ରାମାୟଣ ରଚନା କରିଥିଲେ ତାଙ୍କ ରଚିତ ରାମାୟଣ ଏବେ ମଧ୍ୟ ଗଞ୍ଜାମରେ ଅଭିନିତ ହୁଏ ଉତ୍ତରାକାଣ୍ଡର ଶୋକାବହ ଘଟନାମାନ କବି ଏଥିରେ ବର୍ଣ୍ଣନା କରିନାହାନ୍ତି କବି କେଶବଚନ୍ଦ୍ର କବିସୂର୍ଯ୍ୟଙ୍କ ସମସାମୟିକ ଥିଲେ1834ସାଲରେ ଏ ରାମାୟଣ ରଚନା ଶେଷ କରିଥିଲେ]