କେଶବ ଦାସ Keṡaba dāsa
- ଦେ. ବି. (ନାମ) — ଉତ୍କଳର ଜନୈକ ପ୍ରାଚୀନ କବି — A classical poet of Orissa
- ଦେ. ବି. (ନାମ) — [ଦ୍ର—ଏହି କବି (ପ୍ରାୟ ଦୁଇ ଶହ ବର୍ଷ ତଳେ) ମହାଭାରତର ସଂକ୍ଷିପ୍ତ ବୃତ୍ତାନ୍ତକୁ ଅବଲମ୍ବନ କରି ସୁଚିତ୍ରଭାରତ ନାମକ ଖଣ୍ଡିଏ ଛନ୍ଦ କାବ୍ୟ ରଚନା କରିଅଛନ୍ତି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।]