କେଳିସଚିବ Keḻisachiba

  • ସଂ. ବି. ( 7 ମୀ ତତ୍; କେଳି+ସଚିବ) କ୍ରୀଡ଼ାସଙ୍ଗୀ, ବିଦୂଶକ ପ୍ରଭୃତ ବୟସ୍ୟ — A boon-companion; confidential friend
  • ସଂ. ବି. ( 7 ମୀ ତତ୍; କେଳି+ସଚିବ) କ୍ରୀଡ଼ା କୌତୁକ ଆଦିର ଭାରପ୍ରାପ୍ତ ବ୍ଯକ୍ତି — master of the revels