କେଳିପୁର Keḻipura

  • ସଂ. ବି. ( 6 ଷ୍ଠୀ ବା 4 ର୍ଥା ତତ୍) — ନାଟ୍ୟଶାଳା — A theatre-house
  • ସଂ. ବି. ( 6 ଷ୍ଠୀ ବା 4 ର୍ଥା ତତ୍) — କ୍ରୀଡ଼ାଗାର — A play-house
  • ସଂ. ବି. ( 6 ଷ୍ଠୀ ବା 4 ର୍ଥା ତତ୍) — ଦମ୍ପତିଙ୍କ କାମକ୍ରୀଡ଼ାର ରଙ୍ଗଭୂମିରୂପ ଗୃହ — A room where lovers enjoy amorous sports