କେଳିକୋଶ Keḻikoṡa

  • ସଂ. ବି. ପୁଂ. ( 6 ଷ୍ଠା ତତ୍; କେଳି+କୋଶ) — ନଟ — An actor
  • ସଂ. ବି. ପୁଂ. ( 6 ଷ୍ଠା ତତ୍; କେଳି+କୋଶ) — ନାଟୁଆ — Dancer