କେଳିକୁସୁମ Keḻikusuma

  • ଦେ. ବି. — ନେଳି ଓ ନାଲି ପାଖୁଡ଼ାଯୁକ୍ତ ସାନ କୁସୁମଫୁଲ; ମାଣିକିଚାନ୍ଦି କୁସୁମ; ମାଣିକ ମକଦଲ — A species of and blue-petalled Safflower; French marigold Tagetes Patula