କେଳା କୁଡ଼ିଆ Keḻā kuṟḍ̠iā

  • ଦେ. ବି. ( 6 ଷ୍ଠୀ ତତ୍) — ଭ୍ରମଣକାରୀ କେଳାଙ୍କ ପତ୍ର— କୁଡ଼ିଆ ପରି କ୍ଷୁଦ୍ର ଅସ୍ଥାୟୀ ଘର — Any wretched hovel like the temporary ones of palm leaf raised by the Keḻās or gypsies