କେମ୍ପ୍ଖଟ Kempkhaṭa

  • ଦେ. ବି. (ଇଂ. କାମ୍ପ୍ ଓ ସଂ. ଖଟ୍ୱା) — ଭଙ୍ଗାଖଟ; ଯେଉଁ ଖଟ ଭଙ୍ଗା ଯାଇ ପୁଣି ଯୋଡ଼ା ହୋଇ ରଖାଯାଇ ପାରେ — Camp bedstead