କେବେହେଲେ Kebehele

  • ଦେ. ଅ. (ସଂ. କଦବା) — କଦାପି — Ever
  • ଦେ. ଅ. (ସଂ. କଦବା) — କଦାକାଳେ; କେତେବେଳେ ହେଲେ — At any time whatever
  • ଦେ. ଅ. (ସଂ. କଦବା) — ଜଳାର୍ଥୀ ଗୟଳ, ମୃଗ, ବରାହାଦି କରି ବନପଶୁ କେବେହେଲେ ଓହ୍ଲାଇବେ ଜଳେ— ରାଧାନାଥ, ଦଶରଥବିୟୋଗ।
  • ଦେ. ଅ. (ସଂ. କଦବା) — ଯେ କୌଣସି କାରଣରୁ ବା ଅବସ୍ଥାରେ ମଧ୍ୟ — On any consideration or account