କେବକୁ Kebaku

  • ଦେ. ଅ. (ସଂ. କିମ) — କେଉଁ ଭବିଷ୍ୟତ ସମୟରେ? — In what future time?
  • ଦେ. ଅ. (ସଂ. କିମ) — କେବକୁ କରିବେ ସବୁ ଯୋଗାଡ଼ ସଙ୍ଖୋଳା। ପୀତାମ୍ବର, ନୃସିଂହପୁରାଣ।