କେନ୍ଦ୍ରେଇବା Kendreibā

  • ଦେ. କ୍ରି — ଖେଳରେ ଜିତିବା ସକାଶେ ଗୋଳାଇବା ବା ଧପ୍ପାବାଜି କରିବା; ଗେନ୍ଦରେଇବା — To use unfair means in a game or play
  • ଦେ. କ୍ରି — (ସଂ. କନ୍ଦଳ) ଯାଦୁ, କାଛୁ, କୁଣ୍ଡିଆ ଆଦି ପାଚି ପୂଜ— ପାଣି ଦେବା ଓ ଘାଆ ହେବା — To ulcerate (said of sores, ringworm or itches turning watery)
  • ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) — କୋଣ ଭାଙ୍ଗି ଗତି କରିବା — To turn a corner while moving
  • ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) — ବକ୍ରଗତି କରିବା — To take a zigzag course; to move in a round about course