କେନ୍ଦା Kendā

  • ପ୍ରାଦେ. ବିଣ — (ସମ୍ବଲପୁର)—ଛେତା; ବହୁକ୍ଷଣ ପାଣିରେ ବୁଡ଼ିଲେ ଦେହ ଯେପରି ଦେଖାଯାଏ — Pale, discoloured
  • ପ୍ରାଦେ. ବିଣ — (ବାଲେଶ୍ୱର)—ଯେଉଁ ପଖାଳଭାତ ଖଟା ହୋଇ ନାହିଁ; ସଜ (ପଖାଳ) — Fresh (moistened boiled rice); which has not yet become sour
  • ପ୍ରାଦେ. ବିଣ — (ସମ୍ବଲପୁର) ପାଣ୍ଡୁର—ବର୍ଣ୍ଣ—ବିଶିଷ୍ଟ (ବ୍ଯକ୍ତି) — (a person) Of a pale or ashy colour
  • ପ୍ରାଦେ. ବିଣ — କାଉକାଲିଆ, କେନ୍ଦା, ମଳିଆ, ହିଆରେ ନ ଥାଇ ବାଲ୍ ଏ ଚାରି ଲୋକଙ୍କୁ ପରତେ ନ ଯିବ ଜୀଇଁ ଥିବ ଯେତେ କାଲ୍। ଢଗ।
  • ଦେ. ବି — କାନ୍ଦି (ଦେଖ) — Kāndi (See)
  • ଦେ. ବି — କନ୍ଦା (ଦେଖ) — Kandā (See)