କେନ୍ଦଳିବା Kendaḻibā

  • ଦେ. କ୍ରି. (ସଂ. କନ୍ଦଳ) — ଯାଦୁ. କାଛୁ, କୁଣ୍ଡିଆ ଆଦି କ୍ଷତମାନ ପାଚି ପୂଜ ପାଣି ଦେବା ଓ ଘାଆ ହେବା — To ulcerate (said of sores, ringworm and itches); to discharge water and pus; to suppurate