କେନ୍ଦରିବା Kendaribā

  • ଦେ. କ୍ରି — କେନ୍ଦ୍ରେଇବା 2 (ଦେଖ) — କେନ୍ଦ୍ରେଇବା2(ଦେଖ)Kendreibā 2 (See)
  • ପ୍ରାଦେ. (ସମ୍ବଲପୁର) କ୍ରି (ସଂ. କେନ୍ଦ୍ର) — ଘୂରିଘୂରି ଗତି କରିବା; ଏକ ସ୍ଥାନରୁ କେନ୍ଦ୍ର କରି ବୁଲିବା — To move in a zigzag course