କେନ୍ଦରା Kendarā

  • ଦେ. ବି. (ସଂ. କଣ୍ଡୋଳ) — ଭିକମଗା ଉତ୍କଳୀୟ ଯୋଗୀଙ୍କ ବୀଣା — A one-stringed fiddle (horse-hair-stringed instrument) used by J̄ogī-beggars of Orissa
  • ଦେ. ବି. (ସଂ. କଣ୍ଡୋଳ) — ଚଣ୍ଡାଳ ବୀଣା — A stringed instrument used by low caste people
  • ଦେ. ବିଣ. (ଦେହର ଅଙ୍ଗ ଓ ଘାଆ ଆଦି ପାଣି ଲାଗିବା ହେତୁରୁ) ଶେତା — Pale