କେନୋପନିଷତ୍ Kenopanishat

  • ସଂ. ବି. (କେନ+ଉପନିଷତ୍) — ବେଦାନ୍ତ ଗ୍ରନ୍ଥ— ବିଶେଷ — Name of work on Bedānta or Hindu philosophy
  • ସଂ. ବି. (କେନ+ଉପନିଷତ୍) — [ଦ୍ର—ଏ ଉପନିଷଦରେ ସଂ. କେନ, (କାହାଦ୍ୱାରା ଏ ଚରାଚର ସୃଷ୍ଟ) ଶବ୍ଦ ଆରମ୍ଭ ଥିବାରୁ ଏହି ନାମ।]