କେଦାର ନାଥ Kedāra nātha
- ସଂ. ବି — କାଶ୍ମୀରର ଉତ୍ତରରେ ହିମାଳୟର ଉଚ୍ଚ ଶୃଙ୍ଗବିଶେଷ ( 24000 ) ଫୁଟ ଉଚ୍ଚ।) — କାଶ୍ମୀରର ଉତ୍ତରରେ ହିମାଳୟର ଉଚ୍ଚ ଶୃଙ୍ଗବିଶେଷ (24000) ଫୁଟ ଉଚ୍ଚ)— . Name of a high peak of the Himalayas
- ସଂ. ବି — କେଦାର ନାଥ ଶୃଙ୍ଗରେ ଥିବା ଶିବଲିଙ୍ଗ — Name of an idol of Siba in the peak of Kedāranātha