କେତୁମାନ Ketumanāna

  • ଦେ. ବି. (ନାମ) — କଳିଙ୍ଗ ରାଜା ଶ୍ରୁତାୟୁଙ୍କ ପୁତ୍ର; (ମହାଭାରତ ଯୁଦ୍ଧରେ ଭୀମଙ୍କୁ ସାହାଯ୍ୟ କରୁଥିବା ଚେଦୀସୈନ୍ୟଙ୍କ ବିରୁଦ୍ଧରେ ସେ ଘୋର ଯୁଦ୍ଧ କରିଥିଲେ) — Name of the son of Ṡrutāyu, the king of Kaḻiṅga (mentioned to the Mahābhārata)