କେଞ୍ଚଡ଼ି Ken̄chaṟḍ̠i
- ଦେ. ବିଣ. (ଫା. କଚ୍ଚା) — କଞ୍ଚା; ଅପକ୍ୱ — Unripe; raw; immature
- ଦେ. ବିଣ. (ଫା. କଚ୍ଚା) — ଅକାଳପକ୍ୱ — Untimely ripened
- ଦେ. ବିଣ. (ଫା. କଚ୍ଚା) — ଅପ୍ରାପ୍ତବୟସ୍କ — Minnor; not mature in age
- ଦେ. ବିଣ. ପୁଂ. (ଭର୍ତ୍ସନାତ୍ମକ) — ଅକାଳପକ୍ୱ (ଯୁବକ) — (a young man) Who has ripened before his years
- ଦେ. ବିଣ. ସ୍ତ୍ରୀ. (ଭର୍ତ୍ସନା ସୂଚକ) — ଯେଉଁ ବାଳିକାକୁ କୃତ୍ରିମ ଉପାୟ ଓ ଔଷଧ—ପ୍ରୟୋଗ ଦ୍ୱାରା ଋତୁକାଳର ଉପଯୁକ୍ତ ସମୟ ପୂର୍ବରୁ ଋତୁମତୀ କରାଇ ସ୍ୱାମୀ-ସହବାସ ଯୋଗ୍ୟା କରାଯାଇଥାଏ — (a girl) Who has been made to menstruate before the actual period of maturity, any application of artifical means, herbs etc