କେଞ୍ଚୁଆ Ken̄chuā

  • ଦେ. ବି (ସଂ. କିଞ୍ଚୁଳକ; ପ୍ରା. କେଚୁଓ) — ଜିଆ; ମହୀଲତା; ଜିଆନାଡ଼ — Earth-worm
  • ଦେ. ବି (ସଂ. କିଞ୍ଚୁଳକ; ପ୍ରା. କେଚୁଓ) — ମହୀଲତା ବୋଇଲେଟି କେଞ୍ଚୁଆକୁ କହି। ପୀତାମ୍ବର, ନୃସିଂହ ପୁରାଣ।
  • ଦେ. ବି (ସଂ. କିଞ୍ଚୁଳକ; ପ୍ରା. କେଚୁଓ) — କାଚୁଟି; ପେଟରୁ ପଡ଼ିବା ବଡ଼ କୃମି — Tape-worm or thread-worm