କେଞ୍ଚିବା Ken̄chibā

  • ଦେ. କ୍ରି. (ସଂ. କୁଚ ଧାତୁ=ରାମ୍ପୁଡ଼ିବା) — ମୁନିଆଁ ଲମ୍ବା ପଦାର୍ଥରେ କୌଣସି ପଦାର୍ଥକୁ ଭୁଷିବା — To stab; to poke at; to pierce with a pointed instrument (e.g. spear, harpoon or a pointed bamboo)
  • ପ୍ରାଦେ. (ସମ୍ବଲପୁର) କ୍ରି — ଅସ୍ତ୍ର ଦ୍ୱାରା ହାଣିବା ବା ଆଘାତ କରିବା — To strike with a weapon