କେଞ୍ଚି ପକାଇବା Ken̄chi pakāibā
- ଦେ. କ୍ରି. (ବ୍ୟଙ୍ଗ୍ୟାର୍ଥ) — କୌଣସି ବ୍ଯକ୍ତିର ଅନିଷ୍ଟ କରି ନପାରିବା — Not to harm a person
- ଦେ. କ୍ରି. (ବ୍ୟଙ୍ଗ୍ୟାର୍ଥ) — କୃତକାର୍ଯ୍ୟ ହେବା — To succeed
- ଦେ. କ୍ରି. (ବ୍ୟଙ୍ଗ୍ୟାର୍ଥ) — ବାଞ୍ଛିତ ଫଳ ଦେଖାଇବା — To show or produce the desired effect
- ଦେ. କ୍ରି. (ବ୍ୟଙ୍ଗ୍ୟାର୍ଥ) — (ଯଥା—ମୋ ସାଙ୍ଗରେ ପଞ୍ଝାଏ ଧୋବଧାଉଳିଆ ଶତ୍ରୁ ଲାଗିଛନ୍ତି; ସେ ମୋର କେଞ୍ଚିପକାଇବେ।)