କେଉଟମୁଥା Keuṭamuthā

  • ଦେ. ବି. (ସଂ. କୈବର୍ତ୍ତ ମୁସ୍ତକ) — ଏକ ପ୍ରକାର (ବଡ଼) ମୁଥା — A variety of roots of an aquatic grass
  • ଦେ. ବି. (ସଂ. କୈବର୍ତ୍ତ ମୁସ୍ତକ) — [ଦ୍ର—ଏ ଗୁଳ୍ମ ପାଣିକୂଳରେ ହୁଏ, ଏ ଗୁଳ୍ମରୁ ଯେଉଁ ଦଣ୍ଡ ବାହାରେ ସେ ଦଣ୍ଡକୁ ଚିରି ଶୁଖାଇ ତହିଁରେ ମୁନ୍ଦୁରା ବୁଣାଯାଏ।]
  • ଦେ. ବି. (ସଂ. କୈବର୍ତ୍ତ ମୁସ୍ତକ) — କେଶୁରର ମୂଳ — Root of kysoor; Scirpus Grossus