କେଉଁଠାଇଁ Keuñṭhāiñ

  • ଦେ. ସର୍ବନାମ — କେଉଁ ସ୍ଥାନରେ? — Where?
  • ଦେ. ସର୍ବନାମ — ଚୋରାଇ ଥାନ୍ତି ଦୁଧ ଦହି, ଚୋର ବୋଇଲେ କେଉଁଠାଇଁ। ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ।
  • ଦେ. ସର୍ବନାମ — କୌଣସି ସ୍ଥାନରେ — In some place