କେଉଁ କେଉଁ Keuñ keuñ

  • ଦେ. ସର୍ବନାମ (ବହୁବଚନ) — କୌଣସି କୌଣସି (ବ୍ଯକ୍ତି ବା ବସ୍ତୁଗଣ) — Some (person or things)
  • ଦେ. ସର୍ବନାମ (ବହୁବଚନ) — କି କି (ବସ୍ତୁଗଣ)? କେଉଁ କେଉଁ (ବ୍ଯକ୍ତି)? — Which and which? who and who?