କେଁକେଁ Keñkeñ

  • ଦେ. (ଧ୍ୱନ୍ୟନୁକରଣ) ଅ — ଚକ ରନ୍ଧ୍ରରେ ଅଖ ଘଷିହେବା ପରି ଦୁଇ ମସୃଣ ବସ୍ତୁ ଘଷି ହେବାର, ବେଙ୍ଗ ଶବ୍ଦ କରିବାର, କାନ୍ଦିବାର,ବେହେଲା, କେନ୍ଦରା ଆଦି ବଜାଇବାର ବା ବଗ ଆଦି ପକ୍ଷୀ ବୋବାଇବାର ଧ୍ୱନି — Croaking or creaking or shrill sound (e.g. of frogs and friction of two smoth things); ratting sound