କେଁକେଁୟାଁ Keñkeñyāñ

  • ଦେ. ବିଣ. ପୁଂ — କେଁକେଁ ଶବ୍ଦ କରୁଥିବା — Creaking
  • ଦେ. ବିଣ. ପୁଂ — ସରୁଗଳା ବା ସୁରବିଶିଷ୍ଟ — Having a shrill voice; shrill-voiced