କେ କାହାକୁ କହିଲା ପ୍ରକାରେ Ke kaāhāku kahilā prakāre

  • ଦେ. କ୍ରି. ବିଣ — ପରୋକ୍ଷ ଭାବରେ; ଅପ୍ରତ୍ୟକ୍ଷ ରୂପେ — Indirectly
  • ଦେ. କ୍ରି. ବିଣ — ଏସନ ପ୍ରଶନ କଲି କେ କାହାକୁ କହିଲା ପ୍ରକାରେ। ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।