କୃଷ୍ଣ Kṛushṇa
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ଶ୍ରୀ ଭଗବାନ୍; ବିଷ୍ଣୁ — Bishṇu
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ବିଷ୍ଣୁଙ୍କର ଅଷ୍ଟମ ଅବତାର; ଶ୍ରୀକୃଷ୍ଣ — The eighth incarnation of Bishṇu
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — [ଦ୍ର—ଏ ବିଷ୍ଣୁଙ୍କର ଅଷ୍ଟମ ଅବତାର। ବସୁଦେବ ଓ ଦେବତୀଙ୍କର ନନ୍ଦନ, କଂସାଦି ଅସୁରମାନଙ୍କର ସଂହାରକ, ନନ୍ଦଯଶୋଦାଙ୍କର ପାଳିତ ପୁତ୍ର ଓ ଶ୍ରୀମତୀ ରାଧା ଓ ଗୋପୀମାନଙ୍କର ପ୍ରେମିକ ଓ ସହାୟକ। କୃଷ୍ଣ ଯଦୁବଂଶସମ୍ଭୂତ ଥିଲେ। ଓ ବସୁଦେବଙ୍କ ଔରସରେ କଂସର ଭଗିନୀ ଦେବକୀଙ୍କ ଗର୍ଭରେ ଜନ୍ମ ଲଭିଥିଲେ, କିନ୍ତୁ କଂସର ଭୟରେ ବସୁଦେବ ଏହାଙ୍କୁ ଅନ୍ତୁଡ଼ିଶାଳରୁ ଲୁଚାଇ କରି ନେଇ ନନ୍ଦଯଶୋଦାଙ୍କ ଗୃହରେ ଛାଡ଼ିବାରୁ ସୋମାନେ ଏହାଙ୍କୁ ପାଳି ବଢ଼ାଇ— ଥିଲେ। ଏ ବାଲ୍ୟବାଳ ଗୋପପୁରରେ କଟାଇ ଷୋଳସହସ୍ର ଗୋପୀ ଓ ଗୋପବାଳକମାନଙ୍କ ସଙ୍ଗେ କ୍ରୀଡ଼ା ଓ ରାସରେ ମାତି ଥିଲେ। ରାଧା ଏହାଙ୍କର ପ୍ରିୟବତୀ ଥିଲେ। ବାଲ୍ୟକାଳରେ କଂସପ୍ରେରିତ ଅନେକ ଅସୁରଙ୍କୁ ମାରି କୃଷ୍ଣ ଶେଷରେ କଂସକୁ ବଧ କରିଥିଲେ। ଏ ପାଣ୍ଡବମାନଙ୍କର ଓ ବିଶେଷତଃ ଅର୍ଜୁନଙ୍କର ସଖା ଥିଲେ। ଏ ପରେ ଯାଇ ଦ୍ୱାରକାରେ ରାଜା ହୋଇ ରୁକ୍ମିଣୀ ଓ ସତ୍ୟଭାମା ଆଦି ମହିଷୀଙ୍କୁ ବିବାହ କରିଥିଲେ। ଏହାଙ୍କ ସହାୟତା ଓ ପରାମର୍ଶରେ ପାଣ୍ଡବମାନେ କୁରୁକ୍ଷେତ୍ରରେ ଜୟୀ ହୋଇଥିଲେ। ଯଦୁକୁଳ ପ୍ରଭାସରେ ହଣାହଣି ହୋଇ ମରିବା ପରେ କୃଷ୍ଣଙ୍କୁ ଜାରାଶବର ଅରଣ୍ୟ ମଧ୍ୟରେ ଭ୍ରମରେ ମୃଗ ବୋଲି ମଣି ଶରବିଦ୍ଧ କରିବାରୁ ଏ ଦେହ ତ୍ୟାଗ କରିଥିଲେ। ଏହାଙ୍କର ପୁତ୍ରର ନାମ ପ୍ରଦୁମ୍ନ (କାମଦେବଙ୍କର ନାମାନ୍ତର)।]
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ମହାଭାରତପ୍ରଣେତା କୃଷ୍ଣଦ୍ୱୈପାୟନ; ବ୍ୟାସଦେବ — The sage Byāsa
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ଅର୍ଜୁନ — Arj̄una; the third Pāṇḍaba brother
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — କୃଷ୍ଣସାର ମୃଗ — The black antelope
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — କୋକିଳ — 5. Cuckoo
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ପାପ — Sin
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — କାକ — Crow
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ମାସର କୃଷ୍ଣପକ୍ଷ; ଅନ୍ଧାର ପକ୍ଷ — The dark fortnight of the month
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — ଗାଢ଼ ନୀଳବର୍ଣ୍ଣ — Dark blue colour
- ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ=ଜୟ କରିବା+କର୍ତ୍ତୃ. ଣ) — କୃଷ୍ଣଚନ୍ଦନ; ଅଗୁରୁ — Aloes wood; Agallochium