କୃଷ୍ଣାଜିନ Kṛushṇājina

  • ସଂ. ବି. (କୃଷ୍ଣ+ଅଜିନ) — (ବହୁବ୍ରୀହି) କୃଷ୍ଣସାର ମୃଗ; କଳା ବାହୁଟିଆ; ବାଲି ହରିଣ — Black antelope
  • ସଂ. ବି. (କୃଷ୍ଣ+ଅଜିନ) — (କର୍ମଧା) କୃଷ୍ଣସାର ମୃଗର ଚର୍ମ ବା ଛାଲ — Hide of the black antelope
  • ସଂ. ବି. (କୃଷ୍ଣ+ଅଜିନ) — [ଦ୍ର—ବ୍ରହ୍ମଚାରୀ ବ୍ରତବେଦୀରେ ଏଥିର ପଇତା ପକାଏ।]