କୃଷ୍ଣଲୀଳା Kṛushṇalīḻā

  • ସଂ. ବି. ( 6 ଷ୍ଠୀ ତତ୍; କୃଷ୍ଣ+ଲୀଳା) — ବିଷ୍ଣୁଙ୍କର ଅଷ୍ଟମ ଅବତାରରେ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମଗ୍ରହଣ କରି କରିଥିବା କାର୍ଯ୍ୟମାନ (ଭାଗବତରେ ବର୍ଣ୍ଣିତ) — The acts done by Ṡrīkrushṇṇa the eight incarnation of Bishṇu
  • ସଂ. ବି. ( 6 ଷ୍ଠୀ ତତ୍; କୃଷ୍ଣ+ଲୀଳା) — [ଦ୍ର—ଗୋପଲୀଳା—ଗୋପୀମାନଙ୍କସଙ୍ଗେ ପ୍ରେମ। ମଥୁରାଲୀଳା— କଂସାଦି ଅସୁର ବଧ। ଦ୍ୱାରକାଲୀଳା—ଦ୍ୱାରକାରେ ରାଜ୍ୟଶାସନ। ମହାଭାରତ ପାଣ୍ଡବଙ୍କ ସଙ୍ଗେ ବନ୍ଧୁତା, କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କର ସାରଥୀ ଓ ଶେଷରେ ଯଦୁବଂଶ ଧ୍ୱଂସ ପରେ ଜାରାଶବରର ବାଣ ଦ୍ୱାରା ମୃତ୍ୟୁ।]
  • ସଂ. ବି. ( 6 ଷ୍ଠୀ ତତ୍; କୃଷ୍ଣ+ଲୀଳା) — କୃଷ୍ଣଙ୍କର ଲୀଳାସମ୍ବନ୍ଧୀୟ ବୃତ୍ତାନ୍ତର ଅଭିନୟ ବା ନାଟକ — Playing the incidents of the life of Kṛushṇa by parties of dancers