କୃଷ୍ଣଦ୍ୱୀପ Kṛushṇadwīpa

  • ସଂ. ବି. (ନାମ) — ଗଙ୍ଗାନଦୀ ଗର୍ଭସ୍ଥ ଦ୍ୱୀପବିଶେଷ — Name of an island in the Ganges
  • ସଂ. ବି. (ନାମ) — [ଦ୍ର—ଏହିଠାରେ ପରାଶରଙ୍କ ଔରସରେ ସତ୍ୟବତୀ ବ୍ୟାସଦେବଙ୍କୁ ଜନ୍ମ କରିଥିଲେ।]