କୃଷ୍ଣଚରଣ ପଟ୍ଟନାୟକ Kṛushṇacharaṇa pāṭṭanāyaka

  • ଦେ. ବି. (ନାମ) — ଊନବିଂଶ ଶତାବ୍ଦିର ଜୈନିକ ଓଡ଼ିଆ କବି — A famous Oṟḍ̠iā poet of the 19th century
  • ଦେ. ବି. (ନାମ) — [ଦ୍ର—ଏ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଧିବାସୀ ଓ ଜାତିରେ କରଣ। ସେ ରାଜା କୃଷ୍ଣସିଂହଙ୍କ ସମକାଳୀନ ଓ ତାଙ୍କର ମଧ୍ୟ କର୍ମଚାରୀ ଥିଲେ। ବାଲ୍ମୀକିଙ୍କ ସଂସ୍କୃତ ରାମାୟଣକୁ ଏ ଓଡ଼ିଆରେ ଅନୁବାଦ କରିଥିଲେ। ରାଜକାର୍ଯ୍ୟରୁ ଅବସର ଗ୍ରହଣ କରି ଏ 1815 ସାଲରେ ରାମାୟଣ ରଚନା କଲେ। ପୁରାତନ କବି ବଳରାମ ଦାସଙ୍କ ରାମାୟଣ ପରି ଏହାଙ୍କ ରଚିତ ରାମାୟଣର ଭାଷା ସରଳ, ମଧୁର, ବିଶୁଦ୍ଧ ଓ ଓଡ଼ିଶାରେ ସର୍ବତ୍ର ଆଦୃତ। ଏହା ଛଡ଼ା ସେ ଭାଗବତ, କଳ୍କି ପୁରାଣ ଓ ବାମନ ପୁରାଣ ମଧ୍ୟ ଓଡ଼ିଆରେ ଅନୁବାଦ କରିଥିଲେ। ତାଙ୍କ ବିରଚିତ ପୁସ୍ତକମାନ ମାନ୍ଦ୍ରାଜ ଓ ଆନ୍ଧ୍ର, ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକରୂପେ ନିର୍ବାଚିତ ହୋଇ- ଥାଏ।] — [ଦ୍ର—ଏ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଧିବାସୀ ଓ ଜାତିରେ କରଣ ସେ ରାଜା କୃଷ୍ଣସିଂହଙ୍କ ସମକାଳୀନ ଓ ତାଙ୍କର ମଧ୍ୟ କର୍ମଚାରୀ ଥିଲେ ବାଲ୍ମୀକିଙ୍କ ସଂସ୍କୃତ ରାମାୟଣକୁ ଏ ଓଡ଼ିଆରେ ଅନୁବାଦ କରିଥିଲେ ରାଜକାର୍ଯ୍ୟରୁ ଅବସର ଗ୍ରହଣ କରି ଏ1815ସାଲରେ ରାମାୟଣ ରଚନା କଲେ ପୁରାତନ କବି ବଳରାମ ଦାସଙ୍କ ରାମାୟଣ ପରି ଏହାଙ୍କ ରଚିତ ରାମାୟଣର ଭାଷା ସରଳ, ମଧୁର, ବିଶୁଦ୍ଧ ଓ ଓଡ଼ିଶାରେ ସର୍ବତ୍ର ଆଦୃତ ଏହା ଛଡ଼ା ସେ ଭାଗବତ, କଳ୍କି ପୁରାଣ ଓ ବାମନ ପୁରାଣ ମଧ୍ୟ ଓଡ଼ିଆରେ ଅନୁବାଦ କରିଥିଲେ ତାଙ୍କ ବିରଚିତ ପୁସ୍ତକମାନ ମାନ୍ଦ୍ରାଜ ଓ ଆନ୍ଧ୍ର, ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକରୂପେ ନିର୍ବାଚିତ ହୋଇ- ଥାଏ]